ଭାରତର ଲଢୁଆ ବିମାନ ତେଜସ୍ ମାକ୍-୧ଏର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଲଢୁଆ ବିମାନ ତେଜସ୍ ମାକ୍-୧ଏ ଗୁରୁବାର ବେଙ୍ଗାଲୁରୁରେ ଏହାର ପ୍ରଥମ ଉଡ଼ାଣ ସଫଳତାର ଶେଷ କରିଛି। ବେଙ୍ଗାଲୁରୁସ୍ଥିତ ଡିଆରଡିଓ ଲ୍ୟାବରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏହାକୁ ବିକଶିତ କରିଛି। ଗତ କିଛି ଦିନ ହେବ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡର କାରଖାନାରେ ଏହାର ଟ୍ୟାକ୍ସି ଟ୍ରାଏଲ ଚାଲିଥିଲା। ତେଜସ୍ ମାର୍କ-୧ଏର ପ୍ରଥମ ଉଡ଼ାଣ ୧୮ ମିନିଟ୍ ଧରି ଚାଲିଥିଲା ଏବଂ ହାଲ୍ ର ମୁଖ୍ୟ ଟେଷ୍ଟ … Continue reading ଭାରତର ଲଢୁଆ ବିମାନ ତେଜସ୍ ମାକ୍-୧ଏର ସଫଳ ପରୀକ୍ଷଣ